କିଷାନ ସଭା କାର୍ଡ ନାମରେ ଚାଷୀଙ୍କ ଠାରୁ ଟଙ୍କା ହଡପ । ଲୋଭନୀୟ ପ୍ରତିଶ୍ରୁତିର ପାହାଡ଼ ଠିଆ କରି ଗରୀବ ଆଦିବାସୀ ଚାଷୀଙ୍କଠାରୁ ଅର୍ଥ ଆଦାୟ କରି ଠକି ନେଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଏଭଳି ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଜଲତାର ପଞ୍ଚାୟତ ଲୁଂଗୁରୁତାଲ ଗ୍ରାମରେ
#Raygada #Gunupur #KishanSabhaCard #Scam #Farmerproblem #ArgusNews #Odisha